ହିଞ୍ଜିଳି ଥାନା ଅନ୍ତର୍ଗତ କେ ଖରିଡା ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା

Pradeep Kar

ହିଞ୍ଜିଳି, 05/05 : ହିଞ୍ଜିଳି ଥାନା ଅନ୍ତର୍ଗତ କେ ଖରିଡା ଗ୍ରାମ ରେ ପ୍ରେମିକ ର ଘର ସମ୍ମୁଖରେ ପ୍ରେମିକା ନିଜ ଛୁଆ କୁ ଧରି ଧାରଣ ରେ ବସିଥିବା ବେଳେ ପ୍ରେମିକ ର ଭାଇ ପ୍ରେମିକା କୁ ଟାଙ୍ଗିଆ ରେ ହତ୍ୟା କରିଥିବା ସୂଚନା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା।

Also Read

Tags