ରାଜ୍ୟ ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ “ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ Pradeep Kar September 9, 2026 ଭବାନୀପାଟଣା, ତା ୯.୯.୨୦୨୬: ଆଜି ସ୍ଥାନୀୟ ପରିସଂଖ୍ୟାନ ସଭାଗୃହ, ଭବାନୀପାଟଣା ଠାରେ ବାଳିକାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ସହିତ ବାଳ୍ୟ ବିବାହ ନିରୋଧ ଏବଂ ବାଳିକାଙ୍କ ପ୍ରତିଥିବା ସାମାଜିକ ଭେଦଭାବ
ରାଜ୍ୟ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପିଙ୍କ ଗୁରୁତ୍ୱାରୋପ Pradeep Kar September 8, 2026 କଟକ, ୦୮.୦୯.୨୦୨୬: ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ
ରାଜ୍ୟ ରାଷ୍ଟ୍ରୀୟ ସଫେଇ କର୍ମଚାରୀ କମିଶନର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ କେଶବ ବିହାରୀ Pradeep Kar September 8, 2026 ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସଫେଇ କର୍ମଚାରୀ କମିଶନ (NCSK)ର ଉପାଧ୍ୟକ୍ଷ ଭାବେ ଶ୍ରୀ କେଶବ ବିହାରୀ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସଫେଇ କର୍ମଚାରୀଙ୍କ ଅଧିକାର, ସାମାଜିକ ସୁରକ୍ଷା, ସମ୍ମାନ ଓ କଲ୍ୟାଣ
ରାଜ୍ୟ ଜୀବିକା ମିଶନ ec ସଂଘ କଳାହାଣ୍ଡି ଜିଲ୍ଲା ର ବାର୍ଷିକ ସମ୍ମିଳନୀ Pradeep Kar September 7, 2026 ଭବାନୀପାଟଣା ତା 07/09/2026 ରିଖରେ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ଜୀବିକା ମିଶନ ec ସଂଘ କଳାହାଣ୍ଡି ଜିଲ୍ଲା ର ବାର୍ଷିକ ସମ୍ମିଳନୀ ଭବାନୀପାଟଣା ସ୍ଥିତ ଅମ୍ଳା ଭବନ ଠାରେ ଅନୁଷ୍ଠିତ
ରାଜ୍ୟ ବିକାଶ ହାୟର ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସରେ ‘ନଶାମୁକ୍ତ ଭାରତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ Pradeep Kar September 7, 2026 ଭବାନୀପାଟଣା, ୭ ସେପ୍ଟେମ୍ବର ୨୦୨୬: ଭବାନୀପାଟଣାସ୍ଥିତ ବିକାଶ ହାୟର ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସ ପରିସରରେ ଆଜି ‘ନଶାମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟ ସେବନର
ରାଜ୍ୟ ରକ୍ତଦାନ କରି ଜୀବନ ବଞ୍ଚାଇଲେ ସ୍ୱେଚ୍ଛାସେବୀ ସୁରେଶ ବାଗ Pradeep Kar September 7, 2026 ଭବାନୀପାଟଣା : ମାନବିକତାର ପରିଚୟ ଦେଇ ରକ୍ତଦାନ କରି ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି ଜୁନାଗଡ଼ର ସ୍ୱେଚ୍ଛାସେବୀ ଯୁବକ ସୁରେଶ ବାଗ। ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ରୋକାବାହାଲ ଗ୍ରାମର ଦୁର୍ବିସୁତା ଗୋପାଳ (୨୮) ଅସୁସ୍ଥ
ରାଜ୍ୟ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ Pradeep Kar September 7, 2026 ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ମୁଖ୍ୟ ଦପ୍ତର ଠାରେ ଚଳିତ ବର୍ଷ ସାର୍ବଜନୀନ ମା ଦୁର୍ଗା ପୂଜା ପାଇଁ ଆଜି ରାଇଘର କଲ୍ୟାଣ ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ
ରାଜ୍ୟ ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ଶୀଘ୍ର ପେନସନ୍ ଯୋଜନା ଦାବି Pradeep Kar September 6, 2026 ବ୍ରହ୍ମପୁର, ୬/୯: ରାଜ୍ୟର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ସାମ୍ବାଦିକମାନଙ୍କ ପାଇଁ ତୁରନ୍ତ ପେନସନ୍ ଯୋଜନା ଲାଗୁ କରିବାକୁ ସିନିୟର ଜର୍ନାଲିଷ୍ଟସ୍ ଆସୋସିଏସନ୍ ଅଫ୍ ଓଡ଼ିଶା (SJAO) ପୁଣିଥରେ ଦାବି କରିଛି। ଏଥିସହ
ରାଜ୍ୟ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ଗୁଣପୁର ର ପ୍ରମିଳା ପୁଝାରୀ Pradeep Kar September 6, 2026 ଥୁଆମୂଲ ରାମପୁର : ପଞ୍ଚାୟତ ସ୍ତରୀୟ କର୍ମଚାରୀ, ଜନ ପ୍ରତିନିଧି , ଓ ବ୍ଲକ ସ୍ତରର ଜନ ପ୍ରତିନିଧି ସହ ସରକାରୀ କର୍ମକର୍ତ୍ତା ମାନଙ୍କୁ ଦୀର୍ଘ ପାଞ୍ଚବର୍ଷ ହେଲା କେବଳ ବିକଳାଙ୍ଗ ଭତ୍ତା ଟିଏ
ରାଜ୍ୟ ବୈଶାଳୀ ପାଣି ପାଉଚ୍ ଫ୍ୟାକ୍ଟେରିରେ ବିଦ୍ୟୁତ୍ ଆଘାତରେ ଶ୍ରମିକ ଗୁରୁତର Pradeep Kar September 6, 2026 କଳାହାଣ୍ଡି ଜିଲ୍ଲା, କେସିଙ୍ଗା ବ୍ଲକ ଚାଁଚେର ଗ୍ରାମପଞ୍ଚାୟତ ଅଧୀନରେ ଏନ୍ଏଚ୍-୨୬ କଡ଼ରେ ଥିବା ବୈଶାଳୀ ପାଣି ପାଉଚ୍ ଫ୍ୟାକ୍ଟେରିରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବ ଶ୍ରମିକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଶ୍ରମିକଙ୍କୁ