ମୋଦିଙ୍କ ଜନ୍ମ ଦିନରେ ୭୫ଗଛ ଲଗାଇଲେ ବୃକ୍ଷ ପ୍ରେମୀ ତଥା ସାମ୍ବାଦିକ ପ୍ରଦୀପ

Rakii

ବ୍ରହ୍ମପୁର,(ଏସ.ଏମ.ପି):-

ମୋଦିଙ୍କ ୭୫ତମ ଜନ୍ମ ଦିନରେ ବୃକ୍ଷ ପ୍ରେମୀ, ତଥା ସାମ୍ବାଦିକ ପ୍ରଦୀପ କୁମାର କର ୭୫ଟି ଔଷଧୀୟ ଗଛ ଲଗାଇ ସ୍ଵାଗତ କରିଛନ୍ତି ପ୍ରଦୀପ, ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ, ମଧୁବନସ୍ଥିତ ଲୋକନାଥେଶ୍ୱର୍ ଶୈବ ପୀଠ ଠାରେ ମୋଦି ଙ୍କ ଦୀର୍ଘାୟୁ ଜୀବନ, କାମନା କରି ଏହି ଔଷଧୀୟ ଗଛ ଗୁଡ଼ିକୁ ଲଗାଯାଇଥିଲା, ଏଥିରେ ମୁରଲୀଧର ମହାରଣା, ଶିବରାମ ବେହେରା, ବିଶ୍ଵନାଥ ଗୌଡ଼ ପ୍ରମୁଖଙ୍କ ସହିତ, ବହୁ ଲୋକ ସାମିଲ ହୋଇ, ଗଛ ଲଗା ଯାଇଥିଲା।

Also Read

Tags