ରାଜ୍ୟ

ଜୀବିକା ମିଶନ ec ସଂଘ କଳାହାଣ୍ଡି ଜିଲ୍ଲା ର ବାର୍ଷିକ ସମ୍ମିଳନୀ

Pradeep Kar

ଭବାନୀପାଟଣା ତା 07/09/2026 ରିଖରେ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ଜୀବିକା ମିଶନ ec ସଂଘ କଳାହାଣ୍ଡି ଜିଲ୍ଲା ର ବାର୍ଷିକ ସମ୍ମିଳନୀ ଭବାନୀପାଟଣା ସ୍ଥିତ ଅମ୍ଳା ଭବନ ଠାରେ ଅନୁଷ୍ଠିତ

ରାଜ୍ୟ

ବିକାଶ ହାୟର ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସରେ ‘ନଶାମୁକ୍ତ ଭାରତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ

Pradeep Kar

ଭବାନୀପାଟଣା, ୭ ସେପ୍ଟେମ୍ବର ୨୦୨୬: ଭବାନୀପାଟଣାସ୍ଥିତ ବିକାଶ ହାୟର ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସ ପରିସରରେ ଆଜି ‘ନଶାମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟ ସେବନର

ରାଜ୍ୟ

ରକ୍ତଦାନ କରି ଜୀବନ ବଞ୍ଚାଇଲେ ସ୍ୱେଚ୍ଛାସେବୀ ସୁରେଶ ବାଗ

Pradeep Kar

ଭବାନୀପାଟଣା : ମାନବିକତାର ପରିଚୟ ଦେଇ ରକ୍ତଦାନ କରି ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି ଜୁନାଗଡ଼ର ସ୍ୱେଚ୍ଛାସେବୀ ଯୁବକ ସୁରେଶ ବାଗ। ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ରୋକାବାହାଲ ଗ୍ରାମର ଦୁର୍ବିସୁତା ଗୋପାଳ (୨୮) ଅସୁସ୍ଥ

ରାଜ୍ୟ

ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

Pradeep Kar

ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ମୁଖ୍ୟ ଦପ୍ତର ଠାରେ ଚଳିତ ବର୍ଷ ସାର୍ବଜନୀନ ମା ଦୁର୍ଗା ପୂଜା ପାଇଁ ଆଜି ରାଇଘର କଲ୍ୟାଣ ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ

ରାଜ୍ୟ

ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ଶୀଘ୍ର ପେନସନ୍ ଯୋଜନା ଦାବି

Pradeep Kar

ବ୍ରହ୍ମପୁର, ୬/୯: ରାଜ୍ୟର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ସାମ୍ବାଦିକମାନଙ୍କ ପାଇଁ ତୁରନ୍ତ ପେନସନ୍ ଯୋଜନା ଲାଗୁ କରିବାକୁ ସିନିୟର ଜର୍ନାଲିଷ୍ଟସ୍ ଆସୋସିଏସନ୍ ଅଫ୍ ଓଡ଼ିଶା (SJAO) ପୁଣିଥରେ ଦାବି କରିଛି। ଏଥିସହ

ରାଜ୍ୟ

ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ଗୁଣପୁର ର ପ୍ରମିଳା ପୁଝାରୀ

Pradeep Kar

ଥୁଆମୂଲ ରାମପୁର : ପଞ୍ଚାୟତ ସ୍ତରୀୟ କର୍ମଚାରୀ, ଜନ ପ୍ରତିନିଧି , ଓ ବ୍ଲକ ସ୍ତରର ଜନ ପ୍ରତିନିଧି ସହ ସରକାରୀ କର୍ମକର୍ତ୍ତା ମାନଙ୍କୁ ଦୀର୍ଘ ପାଞ୍ଚବର୍ଷ ହେଲା କେବଳ ବିକଳାଙ୍ଗ ଭତ୍ତା ଟିଏ

ରାଜ୍ୟ

ବୈଶାଳୀ ପାଣି ପାଉଚ୍‌ ଫ୍ୟାକ୍ଟେରିରେ ବିଦ୍ୟୁତ୍‌ ଆଘାତରେ ଶ୍ରମିକ ଗୁରୁତର

Pradeep Kar

କଳାହାଣ୍ଡି ଜିଲ୍ଲା, କେସିଙ୍ଗା ବ୍ଲକ ଚାଁଚେର ଗ୍ରାମପଞ୍ଚାୟତ ଅଧୀନରେ ଏନ୍‌ଏଚ୍‌-୨୬ କଡ଼ରେ ଥିବା ବୈଶାଳୀ ପାଣି ପାଉଚ୍‌ ଫ୍ୟାକ୍ଟେରିରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବ ଶ୍ରମିକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଶ୍ରମିକଙ୍କୁ

ରାଜ୍ୟ

ଏସସିବି ମେଡିକାଲ ଟେଣ୍ଡର କାମରେ ନିମ୍ନମାନର ସାମଗ୍ରୀ ଅଭିଯୋଗ I ଦାୟିତ୍ୱରେ ଥିବା ଅଧିକାରୀଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ

Pradeep Kar

କଟକ, ଏସସିବି ମେଡିକାଲରେ ଚାଲିଥିବା ଟେଣ୍ଡର ଆଧାରିତ କାମକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ସାମଗ୍ରୀ ବ୍ୟବହାର କରାଯାଉନଥିବା ଏବଂ କେତେକ ସ୍ଥାନରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ

ରାଜ୍ୟ

କଟକ ସେକେଣ୍ଡାରୀ ହାଇସ୍କୁଲରେ ଗୁରୁ ଦିବସ ସମାରୋହ I କେଜି ରୁ ପିଜି’ ନିଃଶୁଳ୍କ ଶିକ୍ଷାରେ ଓଡ଼ିଶା ଦେଶରେ ପ୍ରଥମ

Pradeep Kar

ଭୁବନେଶ୍ୱର, ୫ ସେପ୍ଟେମ୍ବର ୨୦୨୬ ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ରାଜ୍ୟ

କଳାହାଣ୍ଡି ପୋଲିସର ବଡ଼ଧରଣର ଚଢ଼ାଉ ୨୦.୮୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

Pradeep Kar

ଭବାନୀପାଟଣା, ୫।୯ (ବିଷ୍ଣୁ ଚରଣ ସ୍ୱାଇଁ ): କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଫାଣ୍ଡି ଅଧୀନ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ନେଇ