ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ନିର୍ଦ୍ଧଶ କ୍ରମେ ଆସନ୍ତା ଅକ୍ଟୋବର ୨ ରୁ ଆରମ୍ଭ ହେବାକୁ ଥିବା ରାଜ୍ୟବ୍ୟାପି ଜନସମ୍ପର୍କ ପଦଯାତ୍ରା ଆସନ୍ତା କାଲି ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଅନସ୍ଲୋ ରୋଡ ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ ପରେ ଗାନ୍ଧୀ ପ୍ରତିମୂର୍ତ୍ତି ଠୁ ଲୋୟର ବସଷ୍ଟାଣ୍ଡ ଠାରେ ଥିବା ବିଜୁ ବାବୁ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଟିତ ହେବ ତେଣୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ବିଜୁ ପ୍ରେମୀ ଯୋଗଦେବା କୁ ଅନୁରୋଧ l
ଅକ୍ଟୋବର ୨ ରୁ ଆରମ୍ଭ ହେବ ରାଜ୍ୟବ୍ୟାପି ଜନସମ୍ପର୍କ ପଦଯାତ୍ରା





