ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Pradeep Kar

ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭ ସର୍ଭେ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ I ଘରକୁ ଘର ସର୍ଭେ ନିମନ୍ତେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ I ରାଜ୍ୟ ନିର୍ବାଚନ ଆୟୋଗଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ I ସ୍ୱଚ୍ଛ, ନିର୍ଭୁଲ, ନାଗରିକ କେନ୍ଦ୍ରିକ ନିର୍ବାଚନ ଉପରେ ପ୍ରଶିକ୍ଷଣ I କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନ ପଡ଼ନ୍ତି ତାକୁ ଗୁରୁତ୍ବ I ଭୋଟର ତାଲିକାରେ ଥିବା ତ୍ରୁଟିକୁ ଚିହ୍ନଟ କରି ସଂଶୋଧନ ନିର୍ଦ୍ଦେଶ I

Also Read

Tags