SIR-୨୦୨୬; ନାମ ସଂଶୋଧନ ପାଇଁ ପୂର୍ବଭଳି ଫର୍ମ-୬ରେ ଆବେଦନ I ଫର୍ମ-୬ରେ ରହିଥିବା ସମସ୍ତ କଟକଣା ପ୍ରତ୍ୟାହାର କଲେ ନିର୍ବାଚନ ଆୟୋଗ I ନାମ ବାଦ ପଡିଥିଲେ ଭୋଟର ଫର୍ମ-୬ ଜରିଆରେ ଆବେଦନ କରିପାରିବେ I ଫର୍ମ-୬ ପାଇଁ ଥିବା ଅତିରିକ୍ତ ଘୋଷଣାନାମା ପ୍ରତ୍ୟାହାର କଲେ ECI I ପୂର୍ବରୁ ୨୦୦୨ ଭୋଟର ତାଲିକା କିମ୍ବା ପିତାମାତାଙ୍କ ତଥ୍ୟ ଦେବା ନିୟମ ଥିଲା I ତଥ୍ୟର ସତ୍ୟାସତ୍ୟ ଯାଞ୍ଚ ପରେ SIR ତାଲିକାରେ ସାମିଲ ହେବେ ଭୋଟର I





