ବ୍ରହ୍ମପୁର: ରାସ୍ତା ମଝିରେ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ-ଦୁଇ ଜଣ ଯୁବକ ଠେଙ୍ଗାରେ ପିଟୁଥିବାର ଭିଡିଓ ଭାଇରାଲ-ବ୍ରହ୍ମପୁର ଗିରି ରୋଡରେ ଆକ୍ରମଣ ହୋଇଥିବା ସୂଚନା-ଆହତ ଯୁବକ ଯୁବତୀ ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି-ପୂର୍ବ ଶତ୍ରୁତାରୁ ଆକ୍ରମଣ ଆଶଙ୍କା; ବୈଦ୍ୟନାଥପୁର ପୋଲିସର ଛାନଭିନ l
ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ





