ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ଗ୍ରାମର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା ରେ ଅ।ଉ ଦୁଇଜଣ ରିମାଣ୍ଡରରେ ଅ।ସିଥିବା ସୂଚନା ମିଳିଛି । ଦୁଇଜଣ ଅଭିଯୁକ୍ତକୁ ଧରି ଗୋପାଳପୁର ଥାନା ପୋଲିସ ପ୍ରଶାସନ ପୁଣି ବୁଗୁଡାର ରାମପାଦ ଜଙ୍ଗଲରେ ପହଁଚିବା ସହ ସୁଧିର ପାତ୍ର ହତ୍ୟାକାଣ୍ଡ ଘଟଣାର ପୁରା ଡେମୋ ଦେଖିଛି । ଏଥିସହ ରାମପାଦ ଜଙ୍ଗଲରେ ହତ୍ୟା ପରେ ସୁଧିରକୁ କିଭଳି ଭାବରେ ସୋରଡା ଜଙ୍ଗଲକୁ ନିଅ।ଯାଇଥିଲା ତାହାର ବର୍ଣ୍ନନା କରିଛନ୍ତି ଦୁଇ ହତ୍ୟାକାରୀ । ତେବେ ରିମାଣଡରରେ ଅ।ସିଥିବା ଦୁଇ ଅଭିଯୁକ୍ତ ହେଲେ କବିସୂର୍ଯ୍ୟନଗର ଥାନା ଅଂଚଳର ମୁକେଶ ସାହୁ ଓ ଗୁଜୁରାଟ ସୁରତର ସୁମିତ ସିଂ ବୋଲି ଜଣାପଡିଛି । ତେବେ ପୂର୍ବରୁ ଆଉ ତିନିଜଣ ଅଭିଯୁକ୍ତ ଙ୍କର ଏହି ଜାଗାରେ ସିନରିକ୍ରିଏସନ କରିଥିବାବେଳେ ଆଜି ଏହି ଦୁଇ ଜଣ ଙ୍କ ସିନରିକ୍ରିଏସନ କରାଯାଇଥିବା ଜଣାପଡିଛି ।
ସୁଧୀର ପାତ୍ର ହତ୍ୟା ମାମଲା ରେ ଅ।ଉ ଦୁଇଜଣ ରିମାଣ୍ଡରରେ ଅ।ସିଥିବା ସୂଚନା ମିଳିଛି





