ନୀଳଗିରି: ପରକୀୟା ପ୍ରୀତି ପାଇଁ ସାଙ୍ଗକୁ ମାରି ପୋତିଦେଲା ସାଙ୍ଗ-ନିଖୋଜର ୧୫ ଦିନ ପରେ ମାଟି ଖୋଳି ଶବ ବାହାର ପାଇଁ ଛାନଭିନ୍-ବରହମପୁର ଥାନା ଅଞ୍ଚଳରେ ଏକ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ-ଦୁହେଁ ପରମ ବନ୍ଧୁ ଥିଲେ, ବନ୍ଧୁ ପତ୍ନୀଙ୍କ ସହ ସମ୍ପର୍କ ଗଢ଼ିବାରୁ ହତ୍ୟା-ପୂର୍ବରୁ ମଧ୍ୟ ବିବାଦ ସୃଷ୍ଟି ହୋଇ ୫୦ ହଜାର ଜରିମାନାରେ ତୁଟିଥିଲା-ମାତ୍ର ପତ୍ନୀଙ୍କ ସହ ସମ୍ପର୍କକୁ ସହି ନ ପାରି ଉଦଳାକୁ ଡକାଇ ହତ୍ୟା ଅଭିଯୋଗ-୩୧ରୁ ନିଖୋଜ ନେଇ ଏତଲା କରିଥିଲେ ମୃତକଙ୍କ ପତ୍ନୀ-ସନ୍ଦେହରେ ଅଭିଯୁକ୍ତକୁ ମହାରାଷ୍ଟ୍ରରୁ ଉଠାଇ ଆଣି ପୋଲିସର ଛାନଭିନ l




