ବ୍ରହ୍ମପୁର, : ଗୋଷାଣୀନୂଆଗାଁ ଥାନା ଅର୍ନ୍ତଗତ ଖଜୁରିଆରେ ନାବାଳକଙ୍କୁ ହତ୍ୟା l ମୃତକ ଜଣକ ହେଲେ ଆଇ.ଶନିଆ ।- ଶନିଆଙ୍କ ବୟସ ୧୭ ବର୍ଷ । – ଗାଁ ପୋଖରୀ ନିକଟରେ ବସିଥିବା ବେଳେ ଅନ୍ୟ ଜଣେ ଯୁବକ ଶନିଆକୁ ଆକ୍ରମଣ କରିଥିଲେ ।- ସାମାନ୍ୟ ବଚସାକୁ ନେଇ ସମ୍ପୃକ୍ତ ଯୁବକ ଜଣକ ଶନିଆକୁ ଆକ୍ରମଣ କରିଥିଲେ ।- ଗୁରୁତର ଅବସ୍ଥାରେ ଶନିଆକୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।- ଏମକେସିଜି ମେଡିକାଲରେ ଡାକ୍ତର ଶନିଆକୁ ମୃତ ଘୋଷଣା କରିଛନ୍ତି ।- ଆକ୍ରମଣ କରିଥିବା ଯୁବକକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ଉପରୋକ୍ତ ଫୋଟ ଟି ମୃତକଙ୍କ ଫାଇଲ ଫୋଟ ।
ବ୍ରହ୍ମପୁର ଖଜୁରିଆରେ ନାବାଳକଙ୍କୁ ହତ୍ୟା





