ଖୁଡିକୁ ହତ୍ୟା କଲା ପୁତୁରା

Pradeep Kar

ଗଂଜାମ, : ଜଗନ୍ନାଥପ୍ରସାଦ ଜରିପଙ୍କାଳ ଗାଁରେ ଖୁଡିକୁ ହତ୍ୟା କରିଲା ପୁତୁରା। ଖୁଡିର ବେକରେ ଗାମୁଛା ଗୁଡାଇ ହତ୍ୟା କରାଯାଇଥିବା ଅଭିଯୋଗ। ସମ୍ପତି ଭାଗବଣ୍ଟାକୁ ନେଇ ହତ୍ୟା ହୋଇଥିବା ସୂଚନା। ମୃତ ଖୁଡି ହେଲେ ରେବତି ପ୍ରଧାନ। ପୋଲିସ ଦ୍ଵାରା ପୁତୁରା ଓ ପୁତୁରା ବୋହୂ ଅଟକ। ଜଗନ୍ନାଥପ୍ରସାଦ ପୋଲିସ ର ତଦନ୍ତ ଅ।ରମ୍ଵ ।

Also Read

Tags