ବ୍ରହ୍ମପୁର, ନିମଖଣ୍ଡି ଥାନା ନୋଚାପଡ଼ା ବାସୁଦେବ ନଗରରେ ଲଜ୍ଜାକର ଘଟଣା-ଝିଅର ଅଭିଯୋଗ ଓ ପ୍ରମାଣ ଆଧାରରେ ବାପାକୁ ବାନ୍ଧିଲା ପୋଲିସ-ଏନେଇ ସୂଚନା ଦେଲେ ଅତିରିକ୍ତ ଏସ୍ପି ଆଲୋକ ଜେନା-ଘଟଣାର ଗୁରୁତ୍ବ ଦୃଷ୍ଟିରୁ ଆମେ ନିଜ ଆଡୁ ମାମଲା କରିଛୁ କହିଲେ-‘ଭୁବନେଶ୍ବରରେ ଚିକିତ୍ସାଧୀନ ଥିବା ଝିଅର ବୟାନ ରେକର୍ଡ ହୋଇଛି’-‘ବାପାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ରହିଛି’-ଏ ସମ୍ପର୍କିତ କିଛି ଚାଟ୍ ବି ଆମର ହସ୍ତଗତ ହୋଇଛି- ଅତିରିକ୍ତ ଏସ୍ପି-‘ଯଦି ଆଉ କାହାର ସମ୍ପୃକ୍ତ ଥିବା ସେମାନଙ୍କୁ ବି ଛଡ଼ାଯିବ ନାହିଁ’-ଝିଅ ଦେଢ଼ ବର୍ଷ ତଳେ ବିବାହ କରିଥିଲା, ଅବସ୍ଥା ସଂକଟାପନ୍ନ
ଝିଅର ଆତ୍ମାହୁତି ଉଦ୍ୟମ ଘଟଣା; ପାପୀ ବାପା ଗିରଫ





