ପୋଲିସ ପଞ୍ଝାରେ ଛନ୍ଦିହେଲା ବାହୁବଳି ଆର ଅରୁପ ଓରଫ ଆର ସିବରାମ। ଜୁବକ ଙ୍କୁ ଅପହରଣ କରି ବନ୍ଦ କୋଠରି ରେ ଥାର୍ଡ ଡିଗ୍ରୀ ଦେବା ର ଭିଡିଓ ଭାଇରାଲ ହେବାର କେଇ ଘଣ୍ଟା ମଧ୍ଯ ରେ ଭାଇ ଗିରି ଦେଖାଉଥିବା ଆର ଅରୁପ କୁ କାବୁ କରିଲା ପୋଲିସ। ଥାନା ଅଧିକାରୀ ସନ୍ତୋଷ ବେହେରା ଙ୍କ ନେତୃତ୍ବ ରେ ଏକ ଟିମ ବିଭିନ୍ନ ସ୍ଥାନ ରେ ଚଢାଉ କରି କାବୁ କରିଥିବା ବିଶେଷ ସୁତ୍ର ରୁ ସୁଚନା ମିଳୁଛି।
ଶଦର ଥାନା ପୋଲିସ ର ବଡ ସଫଳତା





