କବିସୂର୍ଯ୍ୟନଗର, : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ଘାଟପାଇକ ସାହିରେ ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ l ଗତକାଲି ବିଳମ୍ବିତ ରାତିରେ ବୃଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ବୃଦ୍ଧାଙ୍କ ସୁନା ଅଳଙ୍କାର ଲୁଟି ନେଇଗଲେ ଦୁର୍ବୃତ୍ତ l ମୃତ ବୃଦ୍ଧା ଜଣକ ହେଲେ ପ୍ରତିମା ଜେନା l ଦିର୍ଘ ଦିନ ହେଲା ବୃଦ୍ଧା ଜଣକ ଘରେ ଏକାକୀ ରହୁଥିବା ବେଳେ ଏହାର ସୁଯୋଗ ନେଇ ଚୋରୀ ଉଦ୍ଦେଶ୍ୟରେ ଦୂର୍ବୁତ୍ତ ଘରେ ପଶିଥିବା ଅନୁମାନ କରାଯାଉଛି l ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ସୁଚନା
ବୃଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କଲେ ଦୁର୍ବୃତ୍ତ





