ଭଞ୍ଜନଗର ପୋଲିସକୁ ବଡ଼ ସଫଳତ।

Pradeep Kar

ଗଞ୍ଜାମ – ଭଞ୍ଜନଗର ପୋଲିସ ପ୍ରଶାସନ ଦ୍ଵାରା ଚାରିଜଣ ଯୁବକ ଗିରଫ। ଗୋଟିଏ ମାଉଜର ସହ ଦୁଇ ଜୀବନ୍ତ ଗୁଳି ଜବତ । ଦୁଇ ମୋଟରସାଇକେଲ ଜବତ । ଗିରଫ ଯୁବକମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ବହୁ ଅପରାଧିକ ମାମଲା । କୋଦଳା ଛଚିନା ଗ୍ରାମ ରୁ ଯୁବକ ମାନଙ୍କୁ ଅପରେଡ କରାଯାଉଥିଲା । ଅପରାଧିକ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର ବେଳେ ଧରିଲା ଭଞ୍ଜନଗର ପୋଲିସ I ସୂଚନା ଦେଲେ ଭଞ୍ଜନଗର ଏସଡିପିଓ ଦୀପକ କୁମାର ମିଶ୍ର ।

Also Read

Tags