ଗଛକାଟି ଫରେଷ୍ଟର ସସ୍‌ପେଣ୍ଡ

Pradeep Kar

ନବରଙ୍ଗପୁର: ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ସସ୍‌ପେଣ୍ଡ I ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ସସ୍‌ପେଣ୍ଡ କଲେ ନବରଙ୍ଗପୁର DFO I ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ସସ୍‌ପେଣ୍ଡ I ଝରିଗାଁ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ବେଳେ ବେଆଇନ ଗଛ କାଟିଥିଲେ I ଦେଓବନ୍ଧ-ଜାମାଦରପଡ଼ା ରାସ୍ତାରେ ବେଆଇନ ଗଛ କାଟିଥିଲେ I କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନହେବାରୁ କାର୍ଯ୍ୟାନୁଷ୍ଠାନ I

Also Read

Tags