ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Pradeep Kar

ଭୁବନେଶ୍ୱର,(ଏସ.ଏମ.ପି):-

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୌଜନ୍ୟମୂଳକ ସାକ୍ଷାତ ଥିବା ଏକ୍ସରେ ସୂଚନା ଦେଲେ ମୋହନ ମାଝୀ କେନ୍ଦ୍ର-ରାଜ୍ୟ ସମନ୍ୱୟରେ ଓଡ଼ିଶାର ବିକାଶକୁ ତ୍ୱାରାନ୍ୱିତ କରିବା ଉପରେ ଆଲୋଚନା ରାଷ୍ଟ୍ରପତିଙ୍କୁ ଓଡ଼ିଶା ଭିଜନ ୨୦୩୬, ୨୦୪୭ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Also Read

Tags