ଶେରଗଡ ଥାନା ସୁନାନ୍ତର ଗ୍ରାମରେ ବୋମାମାଡ ସହିତ ଗୁଳିମାଡ ଘଟଣାରେ ଆଉ ଦୁଇ ଗିରଫ

Rakii

ବ୍ରହ୍ମପୁର,(ଏସ.ଏମ.ପି):-

ଶେରଗଡ ଥାନା ସୁନାନ୍ତର ଗ୍ରାମରେ ବୋମାମାଡ ସହିତ ଗୁଳିମାଡ ଘଟଣାରେ ଆଉ ଦୁଇ ଗିରଫ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆସିକା SDPO ସନ୍ତୋଷ କୁମାର ଜେନା। ଏହି ଘଟଣାର ପୁଲିସ ତଦନ୍ତ କରି ସଂପୃକ୍ତ ୦୮ ଜଣ ଅଭିଯୁକ୍ତଂକୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ଆଉ ୩ଟି ମାଉଜର ଜବତ ହୋଇଛି।

Also Read

Tags