ନବୀନ_ପଟ୍ଟନାୟକ_ଅସୁସ୍ଥ

Pradeep Kar

ଭୁବେନେଶ୍ୱର.(ଏସ.ଏମ.ପି):-

ନବୀନ ପଟ୍ଟନାୟକ ଅସୁସ୍ଥ-ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ-ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ସୂଚନା-ଅପରାହ୍ନ ୫ଟା ୧୫ରେ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି-ଡିହାଇଡ୍ରେସନ୍‌ ଯୋଗୁଁ ହସ୍ପିଟାଲ୍‌ରେ ଭର୍ତ୍ତି ସୂଚନା-ଏନେଇ ସମ୍ପୃକ୍ତ ଘରୋଇ ହସ୍ପିଟାଲ୍‌ ପକ୍ଷରୁ ସୂଚନା

Also Read

Tags