ଆଜ ତା ୩। ୧୨ ରିଖ ସର୍ବଣ,ଓ ଏସ. ଏ. ଭି ପବ୍ଲିକ ସ୍କୁଲ ତରଫରୁ ସ୍ଥାନୀୟ ସିଟି ହାଇସ୍କୁଲ ଖେଳ ପଡିଆ ଠାରେ ବିଶ୍ୱ ଭିନ୍ନକ୍ଷମ ଦିବସ ଅତି ମହାଆଡମ୍ବର ସହ ପାଳନ କରାଯାଇଅଛି,

Pradeep Kar

ବ୍ରହ୍ମପୁର,ଏସ.ଏମ.ପି:-

,ବିଶ୍ୱ ଭିନ୍ନକ୍ଷମ ଦିବସ ସହ ବିଦ୍ୟାଳୟ ତାହାର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଏହି କ୍ରାଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀ ଯୁକ୍ତ ଦେବେନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରି ଉପସ୍ଥିତ ଅଭିଭାବକ ମାନଙ୍କୁ ଶିଶୁ ମାନଙ୍କ ପ୍ରତି କଣ କର୍ତ୍ତବ୍ୟ ରହିବା କଥା ତାହା ସ୍ୱଷ୍ଟ ଭାବେ ଅଭିଭାଷଣ ରଖିଥିଲେ, ବିଦ୍ୟାଳୟ ସଭାପତି ଶ୍ରୀ ଦେବି ପ୍ରସାଦ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ, ଅନୁଷ୍ଠାନ ର ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଶାନ୍ତ କୁମାର ଦାଶ, ବିଦ୍ୟାଳୟ ପ୍ରତି କ୍ଷେତ୍ର ରେ ଖେଳକୁଦ, ବିଜ୍ଞାନ, କଳା ଓ ଗଣିତ ସହ ଅଭିଭାବକଙ୍କ ଚିନ୍ତାଧାରାକୁ ସନମାନ ଦେଇ ଦକ୍ଷିଣ ଓଡିଶା ର ଏକ ଶ୍ରେଷ୍ଠ ବିଦ୍ୟାଳୟ ହୋଇପାରିଛି, ତାହା ଉପସ୍ଥାପନା କରିଥିଲେ, ଶଶୀ ଏଜୁକେସେନାଲ ଚାରିଟେବଲ ଟ୍ରଷ୍ଟ ର ସଭାପତି ଶ୍ରୀ କେ କ୍ରିଷ୍ଣା ମୂର୍ତ୍ତି, ସହ ସମ୍ପାଦିକା ସୁମିତ୍ରା ନାଏକ, ସୁକୁମାର ଦାଶ, ସୁବାସ ପାଢ଼ୀ, ଗୌରାଙ୍ଗ ଚୌଧୁରୀ, ଗୋପାଳ ପଟ୍ଟନାୟକ, ନାରାୟଣ ଗୌଡ଼, ସଂଜୀବ ମହାପାତ୍ରଙ୍କ ଉପସ୍ଥିତ ରେ କୃତି ଛାତ୍ରୀ ଓ ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ, ଦକ୍ଷିଣ ଓଡିଶା ର ସର୍ବପ୍ରଥମ ବିଦ୍ୟାଳୟ ଭାବେ ନିଜସ୍ୱ ସ୍କୁଲ ଗାନ କୁ ଟ୍ରଷ୍ଟ ର ନିର୍ଦ୍ଧେସିକା ଶ୍ରୀମତୀ ସଂଗୀତା ଦାଶ ଓ ଶ୍ରୀ ହରି ପ୍ରସାଦ ଦାଶ ଦୁଇ ହଜାର ରୁ ଉର୍ଦ୍ଧ ଅଭିଭାବକ ଓ ଅଥିତି ସାମୁହିକ ଗାନ ସହ ଶୁଭଆରମ୍ଭ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ରହିମ ଖାନଙ୍କ ଉପସ୍ଥିତି ଉତ୍ସବ ରେ ଉପସ୍ଥିତ ସମସ୍ତଙ୍କୁ ଖୁସି ବଢ଼ାଇଥିଲା, ପଚିଶ ଗୋଟି ସାଂସ୍କୃତିକ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା, ଏହି ଉତ୍ସବ କୁ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ରେ ସାହାଯ୍ୟ କରିଥିଲେ, ଶେଷରେ ସୁଶ୍ରୀ ସସ୍ମିତା ମହାନ୍ତି ଙ୍କୁ ବିଦ୍ୟାଳୟ ଶ୍ରେଷ୍ଠ ଖେଳରତ୍ନ ଉପାଧି ସହ ଟ୍ରଫି ପ୍ରଦାନ କରାଯାଇଥିଲା, ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଦାଶ ଧନ�

Also Read

Tags