ଜନ ଆକ୍ରୋଶ ମହିଳା ସମ୍ମିଳନୀ’ରେ ନାରୀ ସଶକ୍ତିକରଣ

Pradeep Kar

ବ୍ରହ୍ମପୁରରେ ଆୟୋଜିତ ‘ଜନ ଆକ୍ରୋଶ ମହିଳା ସମ୍ମିଳନୀ’ରେ ନାରୀ ଶକ୍ତିଙ୍କ ଅଦମ୍ୟ ଏକତା ଓ ସଂକଳ୍ପ ଦେଖିବାକୁ ମିଳିଲା। ମହିଳା ବିରୋଧୀ ଶକ୍ତିମାନଙ୍କୁ କଡ଼ା ଜବାବ ଦେବା ପାଇଁ ଏକତ୍ରିତ ହୋଇଥିବା ସମସ୍ତ ମାତୃଶକ୍ତିଙ୍କୁ ଅନେକ ଧନ୍ୟବାଦ ଜଣାଉଛି। ଏହି ଅବସରରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଜୀଙ୍କ ସହିତ ଆସିକା ଲୋକସଭା କ୍ଷେତ୍ରର ମାନନୀୟା ସାଂସଦ ଶ୍ରୀମତୀ Anita Subhadarshini ଜୀ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଶ୍ରୀ Saroj Sabat ଜୀ ଓ ଅନ୍ୟାନ୍ୟ ନେତ୍ରୀମାନେ ଉପସ୍ଥିତ ଥିଲେ, ଯେଉଁମାନେ ନାରୀ ସଶକ୍ତିକରଣ ପାଇଁ ନିଜ ଦୃଢ଼ ସମର୍ଥନ ପ୍ରକାଶ କରିଥିଲେ।

Also Read

Tags