ବ୍ରହ୍ମପୁର ତା-୨୫/୦୪/୨୦୨୬ଗଞ୍ଜାମ ଆଜି ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ୍ସ ଫୋରମର କାର୍ଯ୍ୟକାରିଣୀ ବୈଠକ,ବିଜିପୁର ସ୍ଥିର ସନ୍ତୋଷୀମାତା କଲ୍ୟାଣ ମଣ୍ଡପ ଠାରେ ଫୋରମର ମାସିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହୋଇଥିଲା ଆଗାମୀ ଦିନରେ ଫୋରମ ପକ୍ଷରୁ କରିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର, କାର୍ଯ୍ୟକାରୀ ସଭାପତି ଡକ୍ଟର ଇନ୍ଦୁଭୁଷଣ ପଟ୍ଟନାୟକ, ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ, ଉପ ସଭାପତି ଶ୍ରୀ ମହେଶ୍ୱର ପୃଷ୍ଟି, ସମ୍ପାଦକ ୧. ଭିଷ୍ମାଚାର୍ଯ୍ୟ ଚୌଧୁରୀ, ୨.ମନମୋହନ ପରିଛା,୩. ପୂର୍ଣଚନ୍ଦ୍ର ମହାରଣା, ୪ପ୍ରଶାନ୍ତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ପାତ୍ର, ସମୀକ୍ଷକ ସୁରେନ୍ଦ୍ର ମହାପାତ୍ର, ଉପଦେଷ୍ଟା ମଣ୍ଡଳୀ କାହ୍ନୁ ଚରଣ ପଣ୍ଡା, କାଶୀ ବିଶ୍ବନାଥ ଚୌଧୁରୀ, ଓ କାର୍ଯ୍ୟକାରିଣୀ ସଦସ୍ୟ ଡି ଆପାରାଓ, ଶ୍ରୀମତୀ ସଚଳା କୁମାରୀ ପଟ୍ଟନାୟକ, ରବି ପଟ୍ଟନାୟକ, କୃଷଚେବ ମହାରଣା, ରାଧାକୃଷ୍ଣ ମହାରଣା, ଭାସ୍କର ବେହେରା, ହେରାଲଡ ଥୋମସ ଡେବିଡ, ଏମ୍ ଏସ୍ ଏ ମଲ୍ଲିକ, ସୁରେନ୍ଦ୍ର ଚୌଧୁରୀ, ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର, ରବିନ୍ଦ୍ର ନାଥ ରଥ, ସନ୍ତୋଷ କୁମାର ସାହୁ, ସିମାଞ୍ଚଳ ରଥ, ଏ ସୁବାଷ ଚନ୍ଦ୍ର ନାୟକ, ରାଜେନ୍ଦ୍ର କୁମାର ଚାରେଲେସ୍, ଜେ ସୁଦର୍ଶନ ରାଓ, ଏମ୍ ଶତ୍ୟନାରାୟଣ ପାତ୍ର, ଦେବରାଜ କୋଠିଆଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ ଶେଷରେ ଡକ୍ଟର ଇନ୍ଦୁଭୁଷଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ.
ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ୍ସ ଫୋରମର କାର୍ଯ୍ୟକାରିଣୀ ବୈଠକ





