ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ଡଃ ରାମକ୍ରୁଷ୍ଣ ପଣ୍ତା ଭୁବନେଶ୍ବରସ୍ଥ ନିଜ ବାସ ଭବନଠାରେ ଆଜି ଈହଲୀଳା ସଂବରଣ କରିଛନ୍ତି । ପ୍ରଫେସର ପଣ୍ତାଙ୍କ ଅମର ଆତ୍ମାର ସଦ୍ଗତି ପାଈଁ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ମୋର ଭକ୍ତିପୂତ ନିବେଦନ ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ଡଃ ରାମକ୍ରୁଷ୍ଣ ପଣ୍ତାଙ୍କ ପରଲୋକ





