ବ୍ରହ୍ମପୁର୍ ୨୯/୪ ପ୍ରବଳ ଖରା ଓ ଗୁଳୁଗୁଳି କୁ ନଜରରେ ରଖି ଶ୍ରଦ୍ଧା ଫାଉଣ୍ଡେସନ ଓ ସଗୁନ କଲ୍ୟାଣ ମଣ୍ଡପ ମିଳିତ ସହଯୋଗରେ ପ୍ରାୟ ୩୦୦୦ ରୁ ଉର୍ଦ୍ଧ ପଥଚାରି ଙ୍କୁ ଚଲ୍ହା ବଣ୍ଟନ କରାଯାଇଥିଲା। ଫାଉଣ୍ଡେସନ ର ସଭାପତି ପ୍ରଣବ କୁମାର ପଣ୍ଡା, ଉପ ସଭାପତି ସସ୍ମିତା ପାଢ଼ୀ ଓ ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପାଢ଼ୀ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଷାଧକ୍ଷ ରାଇ ରଞ୍ଜନ ନନ୍ଦ କାର୍ଯ୍ୟକାରିଣୀ ସଭ୍ୟ ଡ଼ା ସୁରଜିତ ପାଣିଗ୍ରାହୀ, ମନୋଜ ମହାପାତ୍ର, ସ୍ମିତା ପଣ୍ଡା ସ୍ୱାତୀରାଣୀ ସାହୁ, ଶୁଶାନ୍ତ ସାହୁ, ବିମଳ କୁଣ୍ଡୁ, ଚିନ୍ମୟ ପଣ୍ଡା,ବାବୁ ପାତ୍ର, ଦିଲ୍ଲୀପ ଦଳେଇ, ପ୍ରଜ୍ଞାନ ଦାଶ, ଧିରେନ ମହାରଣା, ଅନିଲ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଆଗକୁ ମଧ୍ୟ ଏପରି ସେବା କାଯ୍ୟକ୍ରମ ଫାଉଣ୍ଡେସନ ତରଫରୁ ଜାରି ରହିବ ବୋଲି କୁହାଯାଇଛି ।
ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ପଣା ବଣ୍ଟନ





