ପୋଲସରାର ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପିତା ଗଙ୍ଗାଧର ସାହୁଙ୍କ ପରଲୋକ

Pradeep Kar

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଗଂଜାମ ଜିଲ୍ଳା ପୋଲସରାର ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପିତା ଗଙ୍ଗାଧର ସାହୁଙ୍କ (78ବର୍ଷ) ବୟସରେ ଭୁବନେଶ୍ୱର ସ୍ଥିତ Sum ସମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି l ସେ ଜଣେ ବନ୍ଧୁ ପ୍ରେମୀ, କର୍ତ୍ତବ୍ୟ ନିଷ୍ଠ, ଶୃଙ୍ଖଳିତ, ସମାଜସେବୀ, ଧର୍ମ ପରାୟଣା, ପରୋପକାରୀ, ସହୃଦୟା ସ୍ନେହୀ ,ମିଷ୍ଟ ଭାଷୀ ସମସ୍ତଙ୍କ ହୃଦୟର ମଣିଷ ଥିଲେ । ତାଙ୍କ ବିୟୋଗ ତାଙ୍କ ପରିବାର ଏବଂ ନିଜ ଗ୍ରାମ ହାତୀଓଟ, ପୋଲସରା ନିର୍ବାଚନ ମଣ୍ଡଳୀ ତଥା ଓଡ଼ିଆ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ସହିତ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

Also Read

Tags