ମାଧ୍ୟମିକ ଶିକ୍ଷା ପରିଷଦ ,ଓଡିଶା ଦ୍ଵାରା ପରିଚାଳିତ ଶିକ୍ଷା ବର୍ଷ ୨୦୨୫-୨୬ ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି।

Pradeep Kar

ଆଜି ତା ୨.୫.୨୬ରିଖ ଶନିବାର ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି।ଆମ ସରସ୍ବତୀ ବିଦ୍ୟାମନ୍ଦିର , ଗୋସାଇଁ ନୂଆଗାଁ ପୂର୍ବପରି ଶତ ପ୍ରତିଶତ ଫଳାଫଳ ସହ ତାର ଗୌରବକୁ ଅକ୍ଷୁର୍ଣ୍ଣ ରଖିଛି। A1-18. ଜଣ,A2- 35 ଜଣ,B1- 21 ଜଣ, B2- 19 ଜଣ, C- 10 ଜଣ, D- 1ଜଣ ରଖି କୃତକାର୍ଯ୍ୟ ହୋଇଛନ୍ତି। ଅର୍ପିତାପଣ୍ଡା-୫୬୯(୯୪.୮୩),ନରସିଂହଆପଟ-୫୬୦(୯୩.୩୩) ,ଆଲୋକପାତ୍ର୫୫୯(୯୩.୧୬),ଆଦର୍ଶ ଚୌଧୁରୀ-୫୫୮(୯୩) ,ତନ୍ମୟ ବେହେରା-୫୫୬(୯୨.୬୬), କ୍ରିଷ୍ଣାଶ୍ରୀ ସାହୁ-୫୫୫(୯୨.୫), ସ୍ମୃତିମୟୀ ପାତ୍ର-୫୪୮(୯୧.୩୩), କ୍ରିଷ୍ଣାମୟୀ ଚୌଧୁରୀ-୫୪୬(୯୧), ଇତିଶ୍ରୀ ଦାଶ-୫୪୬(୯୧),ରାଜେଶ୍ୱରୀ ଦଳାଇ -୫୪୪(୯୦.୬) ଆଦିତ୍ୟପଟ୍ଟନାୟକ-୫୪୩(୯୦.୫),ତୁଳସୀଚୌଧୁରୀ-୫୪୩(୯୦.୫), ପ୍ରିୟଦର୍ଶନୀ ଚୌଧୁରୀ-୫୪୩(୯୦.୫,ଗୁଞ୍ଜନନାହାକ-୫୪୧(୯୦.୧୬) ବିକାଶ ପାତ୍ର-୫୪୦(୯୦), କାଳୀପ୍ରସାଦଚୌଧୁରୀ-୫୪୦(୯୦), କାର୍ତ୍ତିକ ସାହୁ-୫୪୦(୯୦) ,ସ୍ମୃତିମୟୀ ପଣ୍ଡା-୫୪୦(୯୦)ଇତି ଅବସରରେ ଆମ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଯୁକ୍ତ ପ୍ରଦୀପ କୁମାର ଦାସ,ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦଣ୍ଡପାଣି ସାହୁ, ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ନାରାୟଣ ପଣ୍ଡା, ସହ ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ପତିତପାବନ ଶତପଥି ଓ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Also Read

Tags