2026-2027 ଶିକ୍ଷା ବର୍ଷ ପାଇଁ ରଙ୍ଗେଈଲୁଣ୍ଡା ବ୍ଲକ ଅଧିନସ୍ଥ ବାଉରୀ ବନ୍ଧୁ ପାଳ ଉଚ୍ଚ ବିଦାଳୟ ନବମ ଓ ଦଶମ ଛାତ୍ରଛାତ୍ରୀମାନଙ୍କୁ ସାତକୁଟୁଣୀ. ଶ୍ରୀ କ୍ରିଷ୍ଣା ସ୍ଵୟଂସହାୟିକା ଗୋଷ୍ଠୀଦ୍ଵାରା ପ୍ରଧାନଶିକ୍ଷକ ଓ ଅନ୍ୟଶିକ୍ଷକ ଉପସ୍ଥିତିରେ ପୋଷାକ ବିତରଣ କରାଯାଇଥିଲା।
ରାଜ୍ୟ ସରକାରଙ୍କ ନବମ ଓ ଦଶମ ଶ୍ରେଣୀ ନିମନ୍ତେ ପୋଷାକ ବିତରଣ ଯୋଜନା





