ରଥଯାତ୍ରା ସୁରକ୍ଷା ଦାୟିତ୍ବରେ ୧୯ IPS

Pradeep Kar

ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୯ ବରିଷ୍ଠ IPS ନିୟୋଜିତ-ମୁତୟନ ଅଛନ୍ତି ୧୨ ହଜାର ପୋଲିସ ତଥା CAPF କର୍ମଚାରୀ-ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି-ଏଥିସହ ତଟରକ୍ଷୀ ବାହିନୀ ଓ ଭାରତୀୟ ନୌସେନା ମଧ୍ୟ ସଜାଗ ଅଛନ୍ତି-ନୀତିକାନ୍ତିରେ ସମୟାନୁବର୍ତ୍ତିତା, ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ବ-ଯେପରି କମ୍ୟୁନିକେସନ ଗ୍ୟାପ ନରୁହେ, ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ l

Also Read

Tags