କେଜିରୁ ପିଜି ମାଗଣା ଶିକ୍ଷା। ଆସିଲା ଏସ.ଓ.ପି

Pradeep Kar

ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଲେ ଟଙ୍କା ଫେରସ୍ତ ହେବ। ଆବେଦନ କରିବାର ଆବଶ୍ୟକତା ନାହିଁ। ଯେଉଁ ଆକାଉଣ୍ଟରୁ ଟଙ୍କା ଦେଇ ଆଡମିଶନ କରିଥିବେ, ସେହି ଆକାଉଣ୍ଟକୁ ଟଙ୍କା ଫେରିବ। ଶ୍ରେଣୀଗୃହରେ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ରହିବା ଜରୁରୀ। ବିଭାଗ ପାଖରେ ଡାଟାବେସ୍ ରହିଛି। ଉଚ୍ଚଶିକ୍ଷାରେ ୮୦ହଜାର ପିଲା ଆଡମିଶନ କରିଥିଲେ। ସେଥିରୁ ୬୫ହଜାର ପିଲା ଚଏସ ଚେଞ୍ଜ୍ କରିଛନ୍ତି। ଆଡମିଶନ ପ୍ରକ୍ରିୟା ସରିଲେ ପଇସା ଫେରସ୍ତ ହେବ। ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ମନ୍ତ୍ରୀ I

Also Read

Tags