ରଥଯାତ୍ରାରେ ଦଳା ଚକଟା ହୋଇ ନଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା I ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ସ୍ବାସ୍ଥ୍ୟମନ୍ତ୍ରୀ I ପୁରୀ ମେଡିକାଲରେ ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ I ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ସହ ସ୍ଥିତି ଅନୁଧ୍ୟାନ I ‘ଅଣନିଶ୍ବାସୀ ହେବା କାରଣରୁ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ’ I ଅନ୍ୟ ଜଣଙ୍କ ମୃତ୍ୟୁ ହୃଦଘାତ ଜନିତ ବୋଲି ଆଶଙ୍କା’ I ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସହାୟତା ରାଶି ଘୋଷଣା’I
ରଥଯାତ୍ରାରେ ହୋଇନି ଦଳା ଚକଟା: ସ୍ବାସ୍ଥ୍ୟମନ୍ତ୍ରୀ





