ଅଗଷ୍ଟ ୪ ତାରିଖ ରେ ଗଂଜାମ ଗସ୍ତ ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

Pradeep Kar

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଇତିହାସରେ ପ୍ରଥମ ଥର ପାଇଁ ମହା ମହିମ ରାଷ୍ଟ୍ରପତି ଙ୍କ ପାଦ ପଡିବ। ଧନ୍ୟ ହୋଇଯିବ ସାନଖେମୁଣ୍ଡି। ସ୍ୱାଧୀନତାର ୭୯ ବର୍ଷ ପରେ ସାନଖେମୁଣ୍ଡି ଇତିହାସରେ ୨୦୨୬ ଏକ ସ୍ବର୍ଣ୍ଣ ବର୍ଷ ହୋଇ ରହିବ। ସ୍ୱାଧୀନତାର ୭୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଗଷ୍ଟ ୦୪ ତାରିଖ ଦିନ ସାନଖେମୁଣ୍ଡି ଅଞ୍ଚଳବାସୀ ସ୍ୱାଗତ କରିବେ ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ।

Also Read

Tags