ଖୁବ ଶୀଘ୍ର ଆୟୁଷ୍ମାନ ଯୋଜନାରେ ସାମିଲ ହେବେ କ୍ୟାନସର ରୋଗୀ

Pradeep Kar

ଓଡ଼ିଶାରେ ବର୍ଷେ ହେଲା ଏହି ଯୋଜନା ଲାଗୁ ହୋଇଛି। ଓଡ଼ିଶାରେ ୨୧ଶହ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଛି। ୧୨୧ ପ୍ରକାର ଚିିକିତ୍ସା ସେବା ଯୋଗାଇ ଦିଆଯାଉଛି। ଆରୋଗ୍ୟ ସେତୁ ଜରିଆରେ ଏଆଇ ଜରିଆରେ ସ୍କାନ୍ ଆଣ୍ଡ ସେୟାର ବ୍ୟବସ୍ଥା ହୋଇଛି। ଏହା ଦ୍ୱାରା ରୋଗର ରେକର୍ଡ ରହିବ। ଆଭା ଆପରେ ଲିଙ୍କ୍ ହେବ। ପ୍ରଥମ ଥର ଭୁବନେଶ୍ୱର ଏମ୍ସରେ ଏହା କାର୍ଯ୍ୟକାରୀ କରାଯାଉଛି।” ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟମନ୍ତ୍ରୀ

Also Read

Tags