SIR କାର୍ଯ୍ୟକ୍ରମ, ‘ମନ୍ କି ବାତ୍’, ଏବଂ ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ Fishing Harbour,Ration Card ସମ୍ପର୍କରେ ଆଲୋଚନା କରାଗଲା।ଏହି ବୈଠକରେ ପ୍ରଭାରୀ ଶ୍ରୀ ପ୍ରଫୁଲ କୁମାର ପଣ୍ଡା,ଶ୍ରୀ ପି.ରମବାବୁ,ମଣ୍ଡଳ ସଭାପତି ଶ୍ରୀ ଏନ୍. ଦୀନବନ୍ଧୁ, ମଣ୍ତଳ କୋଷାଧ୍ୟକ୍ଷ K.ଦାଶରଥି କୋଷାଧ୍ୟକ ସମସ୍ତ ବୁଥ୍ ସଭାପତି,BLA-2,ଏବଂ ମଣ୍ଡଳର ସମସ୍ତ ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ରହି ବୈଠକକୁ ସଫଳ କରିଥିଲେ।ସଂଗଠନର ସଶକ୍ତିକରଣ ଓ ଅଞ୍ଚଳର ବିକାଶ ପାଇଁ ଆମର ପ୍ରୟାସ ନିରନ୍ତର ଜାରି ରହିବ।
କଣମଣ ମଣ୍ଡଳ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଶକ୍ତି କେନ୍ଦ୍ରର ବୈଠକ ସଫଳତାର ସହ ଅନୁଷ୍ଠିତ





