ବଲାଙ୍ଗିର: ଖୁଣ୍ଟପାଲି ଲୋକଙ୍କୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ I ବୁଡ଼ି ଅଞ୍ଚଳରେ ବିସ୍ଥାପିତ ହୋଇନଥିବା ଖୁଣ୍ଟପାଲି ଲୋକଙ୍କୁ ବିସ୍ଥାପନ I ଗାଁର ୨୦ରୁ ଅଧିକ ପରିବାରଙ୍କୁ ବିସ୍ଥାପନ କରାଯାଉଛି I ପୋଲିସ ଓ ପ୍ରଶାସନ ଉପସ୍ଥିତିରେ କରାଯାଉଛି ବିସ୍ଥାପନ I କ୍ଷତିପୂରଣ ଠିକ୍ରେ ପାଇନଥିବାରୁ ଅସନ୍ତୋଷ ଝାଡ଼ିଛନ୍ତି ଗାଁଲୋକେ I ବଲାଙ୍ଗିର ଜିଲ୍ଲାର ଜୀବନରେଖା ଲୋୟର ସୁକତେଲ ପ୍ରକଳ୍ପ I ଲୋୟର ସୁକତେଲ ପ୍ରକଳ୍ପରେ ଏଥର ପୂର୍ଣ୍ଣ କ୍ଷମତାରେ ପାଣି ରଖାଯିବ
ଖୁଣ୍ଟପାଲି ଲୋକଙ୍କୁ ବିସ୍ଥାପନ ଆରମ୍ଭ





