ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା I ଏନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ I ସମସ୍ତଙ୍କ ପାଇଁ ଦଳ ଓପନ ଅଛି, ଦ୍ୱାର ଖୋଲା ରହିଛି କହିଲେ I ‘ଗଞ୍ଜାମ ଜିଲ୍ଲା ସହିତ ସବୁ ଜାଗାରେ ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି’ I ‘ଆମେ ଚାହୁଁଛୁ ଅଧିକରୁ ଅଧିକ ଲୋକ ଆସନ୍ତୁ, ଯୋଡ଼ି ହୁଅନ୍ତୁ’ I ଦଳ ବିଚାର କରିବ, ନିଷ୍ପତ୍ତି କଲେ ମିଶ୍ରଣ ହେବ- ମନମୋହନ I ଯଦି ଆସନ୍ତି ଗଞ୍ଜାମରେ ଶକ୍ତି ବୃଦ୍ଧି ହେବ କହିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ୍ I ‘୧୩ଟି ସିଟରୁ ୧୧ଟି ଜିତିଛୁ, ଆଗାମୀ ନିର୍ବାଚନରେ ୧୩ରୁ ୧୩ ସିଟ୍ ଜିତିବୁ’ I ବିଜେପିରେ ସାମିଲ ଚର୍ଚ୍ଚା ନେଇ ଆରୁଖଙ୍କ ପ୍ରତିକ୍ରିୟା ମିଳିପାରିନି I
ବିକ୍ରମ ଆରୁଖ ବିଜେପିରେ ମିଶିବା ଚର୍ଚ୍ଚା





