ବଢ଼ିଲା ହୀରାକୁଦ ଜଳସ୍ତର

Pradeep Kar

ଲଗାଣ ବର୍ଷାରେ ବଢ଼ିଲା ହୀରାକୁଦ ଜଳସ୍ତର I ୧୦ଟି ଗେଟ୍‌ରେ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସର ଜାରି I ବାମପାର୍ଶ୍ଵରେ ୭ଟି ଓ ଡାହାଣ ପାର୍ଶ୍ଵରେ ୩ଟି ଗେଟ୍ ଖୋଲା I ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୩.୩୩ ଫୁଟ I ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୨,୧୦,୪୨୯ କ୍ୟୁସେକ୍ ଜଳ ପ୍ରବେଶ I ୧୦ଟି ଗେଟ୍‌ରେ ସେକେଣ୍ଡ ପ୍ରତି ୧,୮୬,୩୫୪ କ୍ୟୁସେକ୍ ଜଳ ନିଷ୍କାସନ I କଟକ ମୁଣ୍ଡଳୀ ବ୍ୟାରେଜ୍‌ରେ ପହଞ୍ଚିଲା ବନ୍ୟା ଜଳ I ମୁଣ୍ଡଳୀରେ ୧ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ପ୍ରବାହିତ 3ମହାନଦୀରେ ବନ୍ୟା ଆଶଙ୍କା ନଥିବା କହିଲେ ବ୍ୟାରେଜ୍‌ ଦାୟିତ୍ଵରେ ଥିବା ଯନ୍ତ୍ରୀ I ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା କହିଲା ପାଣିପାଗ କେନ୍ଦ୍ର I

Also Read

Tags