ଜେଲ ଭିତରେ ଏବଂ ପରିସରରେ କଏଦୀଙ୍କୁ ଜଗିବ AI କ୍ୟାମେରା I ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଜେଲ୍ ଡିଜିଙ୍କ ସୂଚନା I ୨୦ଟି ଜେଲରେ ଲାଗି ସରିଛି AI କ୍ୟାମେରା I AI କ୍ୟାମେରା ଲାଗିବା ପରେ ଖସି ପାରୁ ନାହାନ୍ତି କଏଦୀ I ଜେଲ୍ ପାଚେରୀ ପାଖକୁ ଗଲେ ବାଜୁଛି ଆଲାରମ I ଜେଲ ଭିତରେ ମଧ୍ୟ ଗଣ୍ଡଗୋଳ ନିୟନ୍ତ୍ରଣ ପାଇଁ ଲାଗିବ AI କ୍ୟାମେରା I ଏକାଧିକ ଲୋକ ଏକାଠି ହେଲେ ମିଳିବ ଆଲର୍ଟ- ଜେଲ୍ ଡିଜି I ରାଜ୍ୟର ୭ ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ୍ I
କଏଦୀଙ୍କୁ ଜଗିବ AI କ୍ୟାମେରା- ଜେଲ୍ ଡିଜି





