ବ୍ରହ୍ମପୁର, 22.7.2026ରେ ଅଖିଳ ଭାରତ କୃଷକ ସଭା ଅନୁ ବନ୍ଧିତ ଓଡିଶା କୃଷକ ସଭା ର ଗଞ୍ଜାମ ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀ ଙ୍କ ସଭାପତିତ୍ୱ ରେ ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇ ଥିଲା l. ଜିଲ୍ଲା ରେ ଚାଷୀ ପଞ୍ଜିକରଣ ସରଳ କରଣ କରିବା. ପର୍ଯ୍ୟାପ୍ତ ପରିମାଣ ରେ ସାର ଯୋଗାଣଓ କଳା ବଜାର ବନ୍ଦ କରିବା. ଚାଷୀ ପସଲ ର ସର୍ବ ନିମ୍ମ ସହାୟକl ମୂଲ୍ୟରଆଇନ ଗତ ଗ୍ୟାରେଣ୍ଟି. ଚାଷୀ ଙ୍କ ସମସ୍ତ ଋଣ ଛାଡ଼ କରିବା ବିନା ସୁଧ ରେ ଏକ ଲକ୍ଷ ପଯ୍ୟନ୍ତ ଋଣ ପ୍ରଦାନ lଶ୍ରମିକ ଙ୍କ ଶ୍ରମ କୋଡ଼ ବାତିଲ କରିବା ଓ ଭିବି ଜି ରାମଜୀ ଆଇନ ରଦ୍ଦ କରି ମନରେଗା ଆଇନ କରି ମୁଲିଆ ଙ୍କୁ 200ଦିନ କାମ ଓ ଦୈନିକ 600ଟଙ୍କା ମଜୁରୀ ଦାବୀ ଓ କେନ୍ଦ୍ର ରାଜ୍ୟ ର ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୁଦ୍ଧରେ ଆସନ୍ତା ଅଗଷ୍ଟ 10ତାରିଖ ରେ କେନ୍ଦ୍ର ଟ୍ରେଡ଼ ୟୁନିୟନ (ସିଟୁ )କୃଷକ ସଭା.କ୍ଷେତ ମଜୁଦର ୟୁନିୟନ ମିଳିତ ରେ ଜେଲ ଭରୋ ଆନ୍ଦୋଳନ କରାଯିବ ପାଇଁ ନିଷ୍ପତି ହୋଇ ଛି lଏହି ବୈଠକ ରେ ବରିଷ୍ଠ କୃଷକ ନେତା କୈଳାସ ଷଡ଼ଙ୍ଗୀ. ସମ୍ପାଦକ ଗୋପାଳ କୃଷ୍ଣ ପାଣିଗ୍ରାହୀ. ଦୁର୍ଯ୍ୟୋଧନ ସ୍ୱାଇଁ. କ୍ଷେତ ମଜୁଦର ନେତା ବିପିନ ନାୟକ. ବିଜୟ ବିଷୋୟୀ.ଉର୍ମିଳା ଜେନା.ରବି ନ୍ଦ୍ର ଆଚାରୀ ପ୍ରମୁଖ ଯୋଗ ଦାନ କରିଥିଲେ l
ବିଭିନ୍ନ ଦାବୀ ନେଇ ଓଡିଶା କୃଷକ ସଭା ର ଆନ୍ଦୋଳନ ନିଷ୍ପତି





