ବର୍ତ୍ତମାନ କୋଭିଡ୍ ସାଧାରଣ ଥଣ୍ଡା, ଜ୍ୱରରେ ସୀମିତ ଅଛି’ I ଗଞ୍ଜାମ ଖବର ଗଣମାଧ୍ୟମରୁ ମିଳିଛି- ଡା. ରବୀନ୍ଦ୍ରନାଥ ମିଶ୍ର I ୨ ଜଣ ସଂଘରୋଧରେ ଘରେ ଅଛନ୍ତି, ଜଣେ ହସ୍ପିଟାଲରେ ଅଛନ୍ତି’ I ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ I
କୋଭିଡ୍ ପରିସ୍ଥିତି ନାହିଁ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ





