ସଂଧ୍ୟା ସୁଦ୍ଧା ଅତିକ୍ରମ କରିବ ଗଭୀର ଅବପାତ

Pradeep Kar

ଆଜି ସଂଧ୍ୟା ସୁଦ୍ଧା ଅତିକ୍ରମ କରିବ ଗଭୀର ଅବପାତ-ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା-ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ ସମ୍ଭାବନା-କଳିଙ୍ଗପାଟନମ ପାଖାପାଖି ଦେଇ ଅତିକ୍ରମ କରିବ ଗଭୀର ଅବପାତ-ପରେ ଏହା ଅବପାତ ହୋଇ କୋରାପୁଟ-ରାୟଗଡ଼ା ଦେଇ ପ୍ରବେଶ କରିବ-ପ୍ରଭାବରେ ୪ ଦିନ ଯାଏଁ ବର୍ଷିବ, ୨ ଦିନ ଅତିପ୍ରବଳ ବର୍ଷା I

Also Read

Tags