ଦାୟିତ୍ବ ନେଲେ ଭୁବନେଶ୍ବର ଡିସିପି

Pradeep Kar

ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ଶର୍ବଣା ବିବେକ I ସମସ୍ତଙ୍କୁ ନେଇ ଗୋଟିଏ ଟିମ୍ ହୋଇ କାମ କରିବାକୁ ପଡ଼ିବ କହିଲେ I ପୋଲିସ ଗୋଟିଏ ଟିମ୍ ୱାର୍କ, ଟିମ୍ ହୋଇ କାମ କରିବୁ’ I ସାଇବର ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ, ଲୋକେ ବହୁତ ଟଙ୍କା ହରାଉଛନ୍ତି I ସାଇବର ଅପରାଧ ରୋକିବାକୁ ଆହୁରି ସଶକ୍ତ ହେବାକୁ ପଡ଼ିବ I

Also Read

Tags