ଆଖୁଚାଷୀଙ୍କୁ ୧୫ ହଜାର ଇନପୁଟ ସବସିଡି

Pradeep Kar

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ I PACS ଓ LAMPCSରେ ଯୋଡ଼ି ହେବାକୁ କୃଷକଙ୍କୁ ଆହ୍ବାନ I ଆଖୁ ଚାଷ ପ୍ରୋତ୍ସାହନ ଯୋଜନାର ବି ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ I ବଡ଼ମ୍ବା ଓ ଆସିକା ଆଖୁଚାଷୀଙ୍କୁ ୧୫ ହଜାର ଇନପୁଟ ସବସିଡି ଘୋଷଣା I ୧୮୫ ରୂପାନ୍ତରିତ ମଣ୍ଡି ଓ ୫୦ କଷ୍ଟମ୍ ହାୟାରିଂ ସେଣ୍ଟର ଘୋଷଣା କଲେ I ୨୫୦ ଜନସେବା କେନ୍ଦ୍ର ଓ ୬୦ ନୂତନ Consumer Store ଘୋଷଣା l ୩୦୦ ପ୍ୟାକ୍ସରେ ଅନ୍‌ଲାଇନ୍ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ I ୮ ଲକ୍ଷରୁ ଅଧିକ ଚାଷୀଙ୍କୁ ଲାଭାଂଶ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ I

Also Read

Tags