କୁକୁଡାଖଣ୍ଡି ବ୍ଲକ ରେ କଂଗ୍ରେସ ର ଦୁଇ ଭାଗ I କୁକୁଡ଼ାଖଣ୍ଡିରେ କଂଗ୍ରେସର ଦୁଇ ଗୋଷ୍ଠୀର ପୃଥକ ବନ୍ଦ ଡାକରା

Pradeep Kar

କୁକୁଡ଼ାଖଣ୍ଡିରେ କଂଗ୍ରେସର ଦୁଇ ଗୋଷ୍ଠୀ ପକ୍ଷରୁ ପୃଥକ ଭାବେ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ ସେବା ପ୍ରଭାବିତ ହୋଇଥିବା ଦାବି କରାଯାଇଛି। ଦୁଇ ଗୋଷ୍ଠୀର ନେତା ଓ କର୍ମୀମାନେ ପୃଥକ ଭାବେ ବନ୍ଦ ପାଳନ କରିଥିବା ବେଳେ, ଏହାକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Also Read

Tags