୧୩.୫.୨୬.ବନ୍ତ ବ୍ଲକ ଅନ୍ତର୍ଗତ ରାମପୁର ପଞ୍ଚାୟତ ର ବିଶିଷ୍ଟ ସମାଜ ସେବି ସୁଦିପ୍ତ ରଞ୍ଜନ ମହାନ୍ତି ଙ୍କ ପୁତ୍ର ଆୟୁଷ୍ମାନ ଅମ୍ରିତ ପ୍ରିତମ ଙ୍କ ସହିତ ଋତୁପର୍ଣ୍ଣା ବିବାହ ଉତ୍ସବ ରେ ଯୋଗଦାନ କରି ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ପ୍ରଫୁଲ୍ଲ ସାମଲ ସେମାନଙ୍କୁ ଆର୍ଶୀବାଦ ଦେବା ସହିତ ସେମାନଙ୍କର ଦୀର୍ଘ ସୁଖମୟ ଜୀବନ ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ପାଖ ରେ ପ୍ରାର୍ଥନା କରିଥିଲେ ଏହି ବିବାହ ଉତ୍ସବ ରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦାନ କରିଥିଲେ..!!
ବିଶିଷ୍ଟ ସମାଜ ସେବି ସୁଦିପ୍ତ ରଞ୍ଜନ ମହାନ୍ତି ଙ୍କ ପୁତ୍ର ଆୟୁଷ୍ମାନ ଅମ୍ରିତ ପ୍ରିତମ ଙ୍କ ସହ ଋତୁପର୍ଣ୍ଣାଙ୍କ ବିବାହ ଉତ୍ସବ





