କଟକ ଓ ଭୁବନେଶ୍ୱର୍ ଜୋନ U -17 CISE ଷ୍ଟେଟ୍ ଚାମ୍ପିଅନ୍ ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ରେ ଆୟଜିତ

Pradeep Kar

CISE U -17 cricket ପ୍ରତୀୟଗିତା ର ଫାଇନାଲ୍ ମ୍ୟାଚ୍ ରେ କଟକ ଭୁବନେଶ୍ୱର ଜୋନ ବ୍ରହ୍ମପୁର କୁ 115/75 ରନ ବ୍ୟବୋଧାନୋରେ ପୋରାସ୍ତ କରିଥଲେ। ସେହିପୋରି 3rd ପ୍ଲେସ ପାଇଁ ଝାରସୁଗୁଡ଼ା ଜୋନ ବାଲେଶ୍ଵର ଜୋନ ସହ ଖେଳି 61/53ରନ ରେ ପରାସ୍ତ କରିଥିଲେ। ଉଜ୍ଜାପନ ଉତ୍ସବ ରେ ସ୍କୁଲ ର ସମ୍ପାଦକ ଶ୍ରୀ କୁମୁଦ ରଂଜନ ପାଢି ଅଧକ୍ଷ ଶ୍ରୀ ଦ୍ୱାରିକା ନାଥ ପଣ୍ଡା ପୂର୍ବ ତମ କ୍ରିକେଟ୍ ଖେଳାଳି ସିଦ୍ଧାର୍ଥ ଗ୍ୟାଙ୍ଗ ଦେଓ K.K. College ପୂର୍ବ ତୋମ ପ୍ରେସିଡେଣ୍ଟ ଡି. ଧନଞ୍ଜୟ ରେଡ୍ଡୀ, ଏବଂ ସମାଜସେବୀ ଅଜୁ ମହାରଣା ଉପସ୍ଥିତ ରହି କୃତୀ ଖେଳାଳି ଙ୍କୁ ମେଡାଲ ପ୍ରଦାନ କରି ଥିଲେ ଏହି ଖେଳ କୁ umpire ରୁପେ ଦେବବ୍ରତ ଦେଓ, ସମୀର ସାହୁ ଅଭିନାଶ୍ ମେଦି ଙ୍କ ସହ କ୍ରୀଡା ଶିକ୍ଷକ ସୁରେଶ ଚନ୍ଦ୍ର ପାଢି ପରିଚାଳିତ କରିଥଲେ।

Also Read

Tags