ଷ୍ଟ୍ରେଟ ଅଫ ହର୍ମୁଜରେ ଆମେରିକାର ଜାହାଜ ଅଟକାଇଲା ଇରାନ I ଆମେରିକାର ପ୍ରୋଟେକ୍ସନରେ ଯାଉଥିବା ୪ ଜାହାଜ ଅଟକାଇଲା IRGC-ବିଛାଯାଇଥିବା ମାଇନ୍ସ ବିସ୍ଫୋରଣରେ ଜଳିଗଲା ଦୁଇଟି ଟ୍ୟାଙ୍କର I କ୍ରମାଗତ ସପ୍ତମ ଦିନରେ ଇରାନ ଉପରେ ଆମେରିକାର ଆକ୍ରମଣ ଜାରି I ମିସାଇଲ ମାଡରେ ବନ୍ଦର ଖାମିରର ଦୁଇ ବ୍ରିଜ୍ ଧ୍ବସ୍ତ; ୭ ମୃତାହତ ଆଶଙ୍କା I
ଆମେରିକାର ଜାହାଜ ଅଟକାଇଲା ଇରାନ





