ଦିନିକିଆ ବିଶ୍ବକପ୍ ୨୦୨୭; କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି I ସମାନ ଗ୍ରୁପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ I ୧୦ ଅକ୍ଟୋବରରେ ଭାରତ ବନାମ ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ହାନ୍ନେସବର୍ଗରେ
ଖେଳାଯିବ I ପ୍ ‘ଏ’ରେ ସ୍ଥାନ ପାଇଛନ୍ତି ଭାରତ ଓ ପାକିସ୍ତାନ I ୭ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଭାରତ I ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଜିମ୍ବାୱେ ମଧ୍ୟ ଗ୍ରୁପ୍ ‘ଏ’ରେ ସାମିଲ I ଗ୍ରୁପ୍ ‘ବି’ରେ ଅଛନ୍ତି ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଏକ ଯୋଗ୍ୟତା ହାସଲକାରୀ ଦଳ I





