ବ୍ରହ୍ମପୁର ବିଜୁ ଜନତା ଦଳ ତରଫରୁ ଅକ୍ଟୋବର 02 ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରି ସମସ୍ତେ ପଦଯାତ୍ରା କରି ବିଜୁ ପଟ୍ଟନାୟକ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯିବ ସେହିପରି ଗପାଳପୁର ନିର୍ବାଚନ ମଣ୍ଡଳୀ ଓ ବ୍ରହ୍ମପୁର ବିଜେଡି ମହାନଗର ର ପ୍ରସ୍ତୁତ ବୈଠକ ଗଜପତି ନଗର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ବାସଭଵନରେ ଅନୁଷ୍ଠିତ ହୋଇଥିଲା I




