ବାତ୍ୟା ‘ମୁରାସୁ’ ମୁକାବିଲା: ଗଞ୍ଜାମରେ ଜନସୁରକ୍ଷା ପାଇଁ ସମନ୍ୱିତ ପଦକ୍ଷେପ

Pradeep Kar

୧,୫୧,୪୩୪ ଜଣ ସ୍ଥାନାନ୍ତରିତ ୩,୪୧,୭୦୦ ଜଣଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା୧୧୦ଟି ସ୍ଥାୟୀ ଓ ୧,୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ।ଆଶ୍ରୟସ୍ଥଳୀରେ ମୌଳିକ ସୁବିଧା I ଚିକିତ୍ସା ଦଳ, ପାନୀୟ ଜଳ ଓ ଜେନେରେଟର I ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ I ପ୍ରତି ଗ୍ରାମରେ ନୋଡାଲ୍ ଅଧିକାରୀ ନିଯୁକ୍ତବିପଦପ୍ରବଣ ଅଞ୍ଚଳରେ ସ୍ୱତନ୍ତ୍ର ନଜର I ଅସୁରକ୍ଷିତ ଘରୁ ସ୍ଥାନାନ୍ତରଣ I ୪ଟି ବ୍ଲକ୍‌ରେ ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ I ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରାସ୍ତା ଓ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ପଦକ୍ଷେପପ୍ରସ୍ତୁତିରେ ସମନ୍ୱୟ, ପଦକ୍ଷେପରେ ତତ୍ପରତା I ପ୍ରତିଟି ଜୀବନର ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ।

Also Read

Tags